ନଶ୍ୱର Naṡwara
- ସଂ. ବିଣ. (ନଶ୍ ଧାତୁ+ କର୍ତ୍ତୃ. ଶୀଳାର୍ଥେ. ବର) — ମରଣଶୀଳ — Mortal
- ସଂ. ବିଣ. (ନଶ୍ ଧାତୁ+ କର୍ତ୍ତୃ. ଶୀଳାର୍ଥେ. ବର) — କ୍ଷୟଶୀଳ; ଅସ୍ଥାୟୀ — Subject to decay; perishable; frail
- ସଂ. ବିଣ. (ନଶ୍ ଧାତୁ+ କର୍ତ୍ତୃ. ଶୀଳାର୍ଥେ. ବର) — ଅନିତ୍ୟ — Temporary
- ସଂ. ବିଣ. (ନଶ୍ ଧାତୁ+ କର୍ତ୍ତୃ. ଶୀଳାର୍ଥେ. ବର) — କ୍ଷଣଭଙ୍ଗୁର — Transient