ନଶମା Naṡamā

  • ଦେ. ବିଣ. (ସଂ. ଶ୍ଳେଷ୍ମା) — ଶ୍ଳେଷ୍ମା ବା ଶର୍ଦ୍ଦିଗ୍ରସ୍ତ — Suffering from cold
  • ଦେ. ବିଣ. (ସଂ. ଶ୍ଳେଷ୍ମା) — ମାନ୍ଦା; ନେଶମା — Sluggish