ନଳି Naḻi
- ଦେ. ବି. (ସଂ. ନଳ; ନଳିକା) — ସରୁ ନଳ — A slender tube
- ଦେ. ବି. (ସଂ. ନଳ; ନଳିକା) — (ଯଥା—ନଜର ନଳି)।
- ଦେ. ବି. (ସଂ. ନଳ; ନଳିକା) — ବନ୍ଧୁକ — A gun
- ଦେ. ବି. (ସଂ. ନଳ; ନଳିକା) — ରଞ୍ଜକ ଖ୍ୟାତ ନଳି ଅଛି ଯୋଖି। ଭଞ୍ଜ କୋଟି ବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ବି. (ସଂ. ନଳ; ନଳିକା) — ବନ୍ଧୁକର ନଳ — Gun-barrel
- ଦେ. ବି. (ସଂ. ନଳ; ନଳିକା) — ନଳ — Tube
- ଦେ. ବି. (ସଂ. ନଳ; ନଳିକା) — x x ବଂଶ ନଳିରେ ଥିବାର ଯେ । ଭଞ୍ଜ ବୈଦେହୀଶବିଳାସ।
- ଦେ. ବି. (ସଂ. ନଳ; ନଳିକା) — କେଳାଙ୍କର ନଳ କାଠି — A set of telescopic staffs used by fowlers
- ଦେ. ବି. (ସଂ. ନଳ; ନଳିକା) — ନଳି ଆଳିରେ ଘେନି ଅଠା କାଠିକି। ଭଞ୍ଜ ଲାବଣ୍ୟବତୀ।
- ଦେ. ବି. (ସଂ. ନଳ; ନଳିକା) — ଗୋଡ଼ର ବଳାଗଣ୍ଠି ଉପରଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଥିବା ଅଂଶର ଅସ୍ଥିମୟ ପୃଷ୍ଠ ଦେଶ — The bony back of the calf of the leg; fibula
- ଦେ. ବିଣ — ଛୋଟ ନଳ ପରି ସରୁ — Slender like a small tube
- ଦେ. ବିଣ — (ଯଥା—ନଳି ଗୋଡ଼, ନଳି ଗୋଡ଼ୀ।)