ନଳକ Naḻaka
- ସଂ. ବି (ନଳ+ସାଦୃଶ୍ୟାର୍ଥେ. କ; ଅଥବା ନଳ+କୈ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ପବ; ବାଉଁଶ ଆଦିର ପବ ବା ପଗ — An internode; the part of a bamboo or cane between two joints
- ସଂ. ବି (ନଳ+ସାଦୃଶ୍ୟାର୍ଥେ. କ; ଅଥବା ନଳ+କୈ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ହାତ ଓ ଗୋଡ଼ର ନଳି ହାଡ଼ — The long bones of the fore arm and leg; the radius of the arm and the fibula of the leg
- ସଂ. ବି (ନଳ+ସାଦୃଶ୍ୟାର୍ଥେ. କ; ଅଥବା ନଳ+କୈ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ନଳାକାର ଅସ୍ଥି — Tubulous bone
- ସଂ. ବି (ନଳ+ସାଦୃଶ୍ୟାର୍ଥେ. କ; ଅଥବା ନଳ+କୈ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ) — ଛୋଟ ଗଛର ଶୂନ୍ୟଗର୍ଭ ଡାଙ୍ଗ ବା ଦଣ୍ଡ — The hollow stalk of plants