ନଳ ବଣ Naḻa baṇa
- ଦେ. ବି. (ସଂ. ନଳ ବନ) — ନଳ ଗଛରେ ପୂର୍ଣ୍ଣ ଜଙ୍ଗଲ — A jungle of reeds
- ଦେ. ବି. (ସଂ. ନଳ ବନ) — (ନାମ) ଚିଲିକା ହ୍ରଦ ମଧ୍ୟସ୍ଥ 1 ବର୍ଗମାଇଲ ବିସୃତ ଦ୍ୱୀପବିଶେଷ — (ନାମ) ଚିଲିକା ହ୍ରଦ ମଧ୍ୟସ୍ଥ1ବର୍ଗମାଇଲ ବିସୃତ ଦ୍ୱୀପବିଶେଷ—, Name of an islet in the chilkā lake (in Orissa)
- ଦେ. ବି. (ସଂ. ନଳ ବନ) — [ଦ୍ର—ଖରାଦିନରେ ଲୋକେ ଡଙ୍ଗା ନେଇ ଏହି ଦ୍ୱୀପକୁ ଯାଇ ସେଠାରୁ ନଳ ତୃଣ କାଟିଆଣି ଘର ଛପର କରନ୍ତି । ଏହି ଦ୍ୱୀପ ଚିଲିକା ଜଳର ପତନରୁ ଅଧିକ ଉଚ୍ଚ ନୁହେ । ଏହା ଚିଲିକାର ପଶ୍ଚିମ ଓ ଦକ୍ଷିଣାଂଶରେ ଅବସ୍ଥିତ । ଏଠାରେ ପକ୍ଷୀ ଶିକାର କରାଯାଏ ଓ ଏଠାରୁ ପ୍ରଚୁର ମାଛ ମରନ୍ତି; ଖରାଦିନେ ଏ ଦ୍ୱୀପ ଉପରେ 1 ଫୁଟ ବା 2 ଫୁଟ ମାତ୍ର ପାଣି ଥାଏ ।] — [ଦ୍ର—ଖରାଦିନରେ ଲୋକେ ଡଙ୍ଗା ନେଇ ଏହି ଦ୍ୱୀପକୁ ଯାଇ ସେଠାରୁ ନଳ ତୃଣ କାଟିଆଣି ଘର ଛପର କରନ୍ତି ଏହି ଦ୍ୱୀପ ଚିଲିକା ଜଳର ପତନରୁ ଅଧିକ ଉଚ୍ଚ ନୁହେ ଏହା ଚିଲିକାର ପଶ୍ଚିମ ଓ ଦକ୍ଷିଣାଂଶରେ ଅବସ୍ଥିତ ଏଠାରେ ପକ୍ଷୀ ଶିକାର କରାଯାଏ ଓ ଏଠାରୁ ପ୍ରଚୁର ମାଛ ମରନ୍ତି; ଖରାଦିନେ ଏ ଦ୍ୱୀପ ଉପରେ1ଫୁଟ ବା2ଫୁଟ ମାତ୍ର ପାଣି ଥାଏ ]