ନରେ Nare

  • ଦେ. ବି (ସଂ. ନରାଃ) — ମନୁଷ୍ୟମାନେ; ଲୋକେ — Men; people
  • ଦେ. ଅ (ସଂ. ହେ ନରାଃ) — ହେ ନରମାନେ — Oh men !
  • ଦେ. ଅ (ସଂ. ହେ ନରାଃ) — ନନ୍ଦନନ୍ଦନ ଗୋପୀନାଥ ନିସ୍ତରିଯିବା ନରେ ଚିନ୍ତ। ବଳରାମ. କମଳଲୋଚନ ଚଉତିଶା।