ନରେତର Naretara

  • ସଂ. ବି ( 5 ମୀ. ତତ୍; ନର+ଇତର) — ମନୁଷ୍ୟ ଅପେକ୍ଷା ଉଚ୍ଚତର ଜୀବ — A being higher than a man
  • ସଂ. ବି ( 5 ମୀ. ତତ୍; ନର+ଇତର) — ମନୁଷ୍ୟ ଛଡ଼ା ଅନ୍ୟ ଜୀବ, ପ୍ରାଣୀ — An animal other than man