ନରା Narā

  • ଗ୍ରା. (ଇତର) ବି — ନଡ଼ା — Straw
  • ଗ୍ରା. (ଇତର) ବି — [ଦ୍ର—ଇତର ଲୋକେ ବାଡ଼ି ସ୍ଥାନରେ ବାରି, ଦଉଡ଼ା(ଡ଼ି) ସ୍ଥଳରେ ଦଉରା (ରି) ଇତ୍ୟାଦି ବ୍ୟବହାର କରନ୍ତି।]