ନରାଶ Narāṡa

  • ସଂ. ବି (ନର+ଅଶ୍ ଧାତୁ=ଖାଇବା+କର୍ତ୍ତୃ. ଅ; ନରଭକ୍ଷକ) ରାକ୍ଷସ — A demon; goblin (Apte)
  • ସଂ. ବି (ନର+ଅଶ୍ ଧାତୁ=ଖାଇବା+କର୍ତ୍ତୃ. ଅ; ନରଭକ୍ଷକ) ନରମାଂସଭୋଜୀ ବ୍ୟକ୍ତି — A cannibal