ନରାଜୁ Narāju

  • ଦେ. ବି. (ସଂ. ନାରାଚୀ) — ତରାଜୁ; ନିକିତି — Weighing machine; the scales
  • ଦେ. ବି. (ସଂ. ନାରାଚୀ) — ତୁଳା ଯନ୍ତ୍ରର ଦଣ୍ଡ — The beam of a weighing machine
  • ଦେ. ବି. (ସଂ. ନାରାଚୀ) — ବିଶାକାଠି — Weighing scale-yard
  • ଦେ. ବି. (ସଂ. ନାରାଚୀ) — (ସଂ. ନଳ) ଯେଉଁ କାଷ୍ଠ ଦଣ୍ଡରେ ତନ୍ତୀଙ୍କର ଲୁଗା ବୁଣା ପାଇଁ ଟାଣୀ ସୂତା ଗୁଡ଼ିଆ ହୋଇଥାଏ; ତନ୍ତକାଠ — A weaver's roller on which the warp- thread is rolled; weaver's beam