ନରହୟ Narahaya

  • ସଂ. ବି. (ନର+ହୟ) — ମନୁଷ୍ୟ ଓ ଅଶ୍ୱ ମଧ୍ୟରେ ଯୁଦ୍ଧ ବା ସଂଘର୍ଷ — A fight or enmity between man and horse