ନର ମଣି Nara maṇi

  • ସଂ. ବି ( 7 ମୀ ତତ୍; ନର+ମଣି) — ରାଜା — King
  • ସଂ. ବି ( 7 ମୀ ତତ୍; ନର+ମଣି) — ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି; ପୁରୁଷଶ୍ରେଷ୍ଠ — A great man; the chief among men