ନଯଜ୍ଞ Nayajn̄a

  • ସଂ. ବିଣ. ପୁଂ. (ନୟ +ଜ୍ଞା ଧାତୁ+କର୍ତ୍ତୃ. ଅ) — ନୀତିବିଶାରଦ — Versed in politics
  • ସଂ. ବି. ପୁଂ — ରାଜନୀତିବିଶାରଦ ବ୍ୟକ୍ତି — A politician; a statesman (Apte)
  • ସଂ. ବି. ପୁଂ — ଓସ୍ତାତି ପେଞ୍ଚ ଜାଣିବା ବାଲା ବ୍ୟକ୍ତି — Tactician; statesman skilled in policy
  • ସଂ. ବି. ପୁଂ — ଦୂରଦୃଷ୍ଟିବିଶିଷ୍ଟ — Prudent (Apte)