ନମୋ Namo
- ଦେ. ଅ. (ସଂ. ନମଃ; ସଂସ୍କୃତରେ ଏହା ଅନ୍ୟ ଶବ୍ଦ ସନ୍ଧିରେ 'ନମୋ' ରୂପ ଧାରଣ କରେ, ମାତ୍ର ଓଡ଼ିଆରେ ଏହି ଆକାରରେ ପୃଥକ୍ ବ୍ୟବହୃତ ହୁଏ) — ଆପଣଙ୍କୁ ନମସ୍କାର; ନମସ୍ତେ — (interjection) Obeisance to you!
- ଦେ. ଅ. (ସଂ. ନମଃ; ସଂସ୍କୃତରେ ଏହା ଅନ୍ୟ ଶବ୍ଦ ସନ୍ଧିରେ 'ନମୋ' ରୂପ ଧାରଣ କରେ, ମାତ୍ର ଓଡ଼ିଆରେ ଏହି ଆକାରରେ ପୃଥକ୍ ବ୍ୟବହୃତ ହୁଏ) — ବୋଇଲେ ନମୋ ମହେଶ୍ୱର। ଭୂପତି. ପ୍ରେମପଞ୍ଚାମୃତ।