ନମୁଦ୍ Namud

  • ଦେ. ବି.—(ତୁଳ. ଫା. ନମୁଦ୍=ବାହ୍ୟ ଦୃଶ୍ୟ; ଆରମ୍ଭ ପ୍ରଦର୍ଶନ— ଯୋଗେଶ୍ଚନ୍ଦ୍ର) — କାର୍ଯ୍ୟରେ ନିଯୁକ୍ତି — Appointment; deputation
  • ଦେ. ବିଣ. — କାର୍ଯ୍ୟରେ ନିଯୁକ୍ତ — Appointed; deputed to do a work,