ନମିତ Namita
- ସଂ. ବିଣ — (ନମ୍ ନମି ଧାତୁ ଣିଜନ୍ତ=ଧାତୁ=ନତ କରାଇବା+କର୍ମ ତ)—ନମସ୍କୃତ — Worshipped; revered
- ସଂ. ବିଣ — ବକ୍ରୀକୃତ; ତଳକୁ ନୂଆଁ ଯାଇଥିବା — Bent down
- ସଂ. ବିଣ — ଦଣ୍ଡବତ୍ ହୋଇ ଭୂମିରେ ପତିତ — Prostrated
- ସଂ. ବିଣ — ବିନୀତ — Lowered
- ସଂ. ବିଣ — ତଳକୁ ଖସାଇଦିଆ ଯାଇଥିବା — Lowered