ନମାଜୀ Namājī

  • ବୈଦେ. ବିଣ. (ଫା) — ଯେଉଁ ଧର୍ମପ୍ରାଣ ମୁସଲମାନ୍ ଶାସ୍ତ୍ରବିଧି ଅନୁସାରେ ପ୍ରତିଦିନ ନମାଜ୍ ପଢ଼ନ୍ତି — (a pious Mahomendan) Regularly saying his prayers every day at the stated times