ନଭୂତ Nabhūta

  • ଦେ. ବିଣ (ସଂ.'ନଭୂତୋ ନ ଭବିଷ୍ୟତି' ପ୍ରବଚନର ଆଦ୍ୟ ପଦ) — ଅଦୃଷ୍ଟପୂର୍ବ (ବିଷୟ) — Unseen (thing)
  • ଦେ. ବିଣ (ସଂ.'ନଭୂତୋ ନ ଭବିଷ୍ୟତି' ପ୍ରବଚନର ଆଦ୍ୟ ପଦ) — ଯାହାଘଟି ନଥିଲା; ଅଦ୍ଭୁତ — Wonderful
  • ଦେ. ବିଣ (ସଂ.'ନଭୂତୋ ନ ଭବିଷ୍ୟତି' ପ୍ରବଚନର ଆଦ୍ୟ ପଦ) — ଅସାଧାରଣ — Unusual
  • ଦେ. ବିଣ (ସଂ.'ନଭୂତୋ ନ ଭବିଷ୍ୟତି' ପ୍ରବଚନର ଆଦ୍ୟ ପଦ) — ଅସମ୍ଭବ — Impossible; improbable