ନବ Naba
- ସଂ. ବି. (ନୃ ଧାତୁ=ସ୍ତବ କରିବା+ଭାବ. ଅ) — ସ୍ତବ; ସ୍ତୋତ୍ର — Prayer; hymn
- ସଂ. ବି. (ନୃ ଧାତୁ=ସ୍ତବ କରିବା+ଭାବ. ଅ) — ପ୍ରଶଂସା — Praise
- ସଂ. ବି. (ନୃ ଧାତୁ=ସ୍ତବ କରିବା+ଭାବ. ଅ) — କାକ; କୁଆ — 4. A crow (Apte)
- ସଂ. ବି. (ନୃ ଧାତୁ=ସ୍ତବ କରିବା+ଭାବ. ଅ) — ନାଲି ପୁରୁଣୀ ଶାଗ — A kind of red pot- herb; Procumbens Anderecta
- ସଂ. ବି. (ନୃ ଧାତୁ=ସ୍ତବ କରିବା+ଭାବ. ଅ) — ତିନିର ତିନି ଗୁଣ ସଂଖ୍ୟା — The number nine
- ସଂ. ବିଣ. — (+କର୍ମ. ଅ)—ନୂତନ — New
- ସଂ. ବିଣ. — ଅଳ୍ପଦିନ ହେଲା ଘଟିଥିଲା — Recent
- ସଂ. ବିଣ. — ତଟକା — Fresh
- ସଂ. ବିଣ. — ଯୁବକ — Young; youthful
- ସଂ. ବିଣ. — (ନବନ୍ ଶବ୍ଦ 1 ମା. 1 ବ.)—ନଅ; 9 — (ନବନ୍ ଶବ୍ଦ1ମା.1ବ.)—ନଅ; 9— Nine; 9
- ଦେ. ବି. — (ସଂ. ଲବ)— ଲବ (ଦେଖ) — Laba (See)
- ଦେ. ବି. — ନବକିଶୋର, ନବକୁମାର ଆଦିଙ୍କ ଡାକ ନାମ — A name for calling Nabakiṡor and Nabakumār