ନବାବ Nabāb

  • ବୈଦେ. ବି. (ଆ. ନବାବ୍) — (ମୁସଲମାନ ରାଜତ୍ୱକାଳୀନ) ପ୍ରଦେଶର ଶାସନକର୍ତ୍ତା — Lieutenant Governor; a ruler of a provice (under the Mahomedan rule.)
  • ବୈଦେ. ବି. (ଆ. ନବାବ୍) — ମୁସଲମାନ ସାମନ୍ତ ରାଜା — A feudatory Mahomedan chief or Ruler of a state
  • ବୈଦେ. ବି. (ଆ. ନବାବ୍) — ଇଂରେଜ ଗଭର୍ଣ୍ଣମେଣ୍ଟଙ୍କର ମୁସଲମାନ ଜମିଦାର ଓ ଧନୀଙ୍କୁ ପ୍ରଦତ୍ତ ଉପାଧି — A title given by the British Government to Mahomedan zamindars
  • ବୈଦେ. ବି. (ଆ. ନବାବ୍) — ଧନୀ ଓ ସଂଭ୍ରାନ୍ତ ବ୍ୟକ୍ତି — Rich and respectable man; Nabab
  • ବୈଦେ. ବି. (ଆ. ନବାବ୍) — ବଡ଼ଲୋକୀ ଢଙ୍ଗରେ ଚଳିବା ଓ ବ୍ୟୟ କରିବା ବ୍ୟକ୍ତି — A person living in rich and expensive style
  • ବୈଦେ. ବି. (ଆ. ନବାବ୍) — [ଦ୍ର—ଏ ଶବ୍ଦ ଇଂରାଜି ଭାଷାରେ Nabab ନବାବ୍ ବା Nawab ନୱାବ୍ ରୂପ ଧାରଣ କରି ଚଳୁ ଅଛି ।]