ନବଶଃ Nabaṡaḥ

  • ସଂ. (ନବନ୍ +ଶସ୍; ବାର ଅର୍ଥରେ) — ନଅ ନଅ କରି; ଥରକେ ନଅଟା ଲେଖାଏଁ — Nine at a time; by nines
  • ସଂ. (ନବନ୍ +ଶସ୍; ବାର ଅର୍ଥରେ) — (ଗଣିତ) ଏକାଅଶି; 9x9;9 ର ବର୍ଗ — (ଗଣିତ) ଏକାଅଶି;9x9;9ର ବର୍ଗ— . 81;the square of nine