ନବତନ Nabatana

  • ଦେ. ବି (ସଂ. ନବତନୁ) — ଯୁବତୀ (ସ୍ତ୍ରୀ) — Young (woman)
  • ଦେ. ବି (ସଂ. ନବତନୁ) — ନୂଆ ନବତନ ଗୋରୀ, ନୂଆ କରି ଯେଉଁ ବଚନ କହିଲା ଅବନା ଅକ୍ଷର ଚାରି—ପ୍ରହେଳିକା ।
  • ଦେ. ବିଣ (ସଂ. ନୂତନ) — ନୂଆ — New
  • ଦେ. ବିଣ (ସଂ. ନୂତନ) — ନବତନ କିଶୋର ବୟସ ଶ୍ରୀରାମ ଛବି ଦେଖି ମୁରୁଛିତ ହୁଅଇ କାମ—ବିଶ୍ୱନାଥ, ବିଚିତ୍ରରାମାୟଣ ।