ନଫୁରି Naphuri

  • ବୈଦେ. ବି.—(ଫା. ନଫୀରୀ) — ତୁରୀ — Trumpet
  • ବୈଦେ. ବି.—(ଫା. ନଫୀରୀ) — ନଅ ଅକ୍ଷରଟି ତହିଁ ନଫୁରି ବାଜଣା । ପ୍ରାଚୀ. ବ୍ରହ୍ମନିରୂପଣଗୀତା ।