ନଞ୍ Nan̄

  • ସଂ. ଅ — (ନୁହେଁ, ଏହି ଅର୍ଥବୋଧକ) ନାଁ; ନୁହେଁ; ନ — No; not
  • ସଂ. ଅ — [ଦ୍ର—ସାଦୃଶ୍ୟ, ଅଭାବ, ଅନ୍ଯଥା, ଅଳ୍ପତ୍ୱ, ଅପ୍ରାଶସ୍ତ୍ୟ ଓ ବିରୋଧ ଅର୍ଥରେ ଏହା ବ୍ୟବହୃତ ହୁଏ । ଏହାର ଚିହ୍ନ 'ନ' । ଆଦ୍ୟରେ ସ୍ୱରବର୍ଣ୍ଣ ଥିବା ଶବ୍ଦ ସହିତ ସମାସରେ ଯୁକ୍ତ ହେଲେ ଏହି 'ନଞ୍' ବା 'ନ' ଠାରେ 'ଅନ୍' ହୁଏ ଯଥା, ଅନାହତ; ଏବଂ ବ୍ୟଞ୍ଜନ ବର୍ଣ୍ଣ ଥିଲେ 'ଅ' ହୁଏ ଯଥା, ଅସୁନ୍ଦର ।]