ନଜଦିଗ୍ Najadig

  • ବୈଦେ. ବି. (ଆ. ନଜ୍ଦିକ୍=ନିକଟ) — ସାମିପ୍ୟ; ନୈକଟ୍ୟ — Nearness; propinquity
  • ବିଣ — ନିକଟବର୍ତ୍ତୀ; ନିକଟସ୍ଥ — Near; adjacent; proximate
  • କ୍ରି. ବି — ନିକଟରେ — Near; at hand