ନଚକା Nachakā
- ଦେ. ବିଣ. (ସଂ. ନୃତ୍ୟ; କିମ୍ବା ନତନତ ଧ୍ୱନ୍ୟନୁକରଣ) — ଲହକା; ଲମ୍ବ ଓ ଅତି ପାତଳ ଥିବାରୁ ଯାହା ବାରଂବାର କମ୍ପିତ ହୁଏ — Long and very thin
- ଦେ. ବିଣ. (ସଂ. ନୃତ୍ୟ; କିମ୍ବା ନତନତ ଧ୍ୱନ୍ୟନୁକରଣ) — ବାରଂବାର କମ୍ପିତ — Vibrating repeatedly
- ଦେ. ବିଣ. (ସଂ. ନୃତ୍ୟ; କିମ୍ବା ନତନତ ଧ୍ୱନ୍ୟନୁକରଣ) — ସହଜନମ୍ୟ — Flexible
- ଦେ. ବି. — ବାରଂବାର ଉପରକୁ ତଳକୁ ହଲାହଲି; ଧକ— ଚକ — Jolting
- ଦେ. ବି. — ଲମ୍ବ ଓ ଖୁବ୍ ପତଳା ବସ୍ତୁର ବାରଂବାର କମ୍ପନ — Repeated jerking of a long and thin things