ନଗାଧିପ Nagādhipa

  • ସଂ. ବି. (6ଷ୍ଠ ତତ୍; ନଗ+ଅଧିପ) — ସବୁଠାରୁ ବଡ଼ ପର୍ବତ — The greatest or biggest mountain
  • ସଂ. ବି. (6ଷ୍ଠ ତତ୍; ନଗ+ଅଧିପ) — ହିମାଳୟ ପର୍ବତ — The Himalayas
  • ସଂ. ବି. (6ଷ୍ଠ ତତ୍; ନଗ+ଅଧିପ) — ସୁମେରୁ ପର୍ବତ — The mytholegical Sumeru mountain