ନଗଦି Nagadi
- ବୈଦେ. ବି (ଆ. ନକ୍ଦି) — ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା ନିମନ୍ତେ ନିଯୁକ୍ତ କର୍ମଚାରୀ ବା ପିଆଦା — A servant or a peon engaged to realise cash rent from rayats
- ବୈଦେ. ବି (ଆ. ନକ୍ଦି) — ଯେଉଁ ଜମିର ଖଜଣା ଜମିଦାରକୁ ତହିଁରୁ ଉତ୍ପନ୍ନ ଶସ୍ୟାଦି ଆକାରରେ ଦିଆ ନ ଯାଇ ନଗଦ ଟଙ୍କାରେ ଦିଆ ଯାଏ — A holding or tenure paying cash rent
- ବୈଦେ. ବି (ଆ. ନକ୍ଦି) — ଏକ ପ୍ରକାର କାଚ ବଳୟ — A kind of glass bangle
- ବିଣ. — ନଗଦ ମୂଲ୍ୟରେ କ୍ରୀତ — Purchased on cash payment
- ବିଣ. — ଅଳ୍ପକାଳ ପୂର୍ବେ ଘଟି ଥିବା — Recent
- ବିଣ. — ସମସାମୟିକ — Simultaneous
- କ୍ରି. ବିଣ. — ଏଇଲାଗେ; ଏହିକ୍ଷଣି — Immediately; just now
- କ୍ରି. ବିଣ. — ଅଳ୍ପକାଳ ପୂର୍ବେ — Recently