ନଗଣ୍ୟ Nagaṇya

  • ସଂ. ବିଣ. ପୁଂ (ନ+ଗଣ୍ୟ) — ଅଗଣ୍ୟ; ଅଗଣନୀୟ — Innumerable
  • ସଂ. ବିଣ. ପୁଂ (ନ+ଗଣ୍ୟ) — ଗଣନାର ଅଯୋଗ୍ୟ — Unnoticeable
  • ସଂ. ବିଣ. ପୁଂ (ନ+ଗଣ୍ୟ) — ସାମାନ୍ୟ; ତୁଚ୍ଛ; ହେୟ — Insignificant; contemptible