ନକ୍ଷୀ Nakshī
- ଦେ. ବି. (ସଂ. ନଖୀ) — ନଖୀ ( 2 ) (ଦେଖ) — ନଖୀ (2) (ଦେଖ)Nakhī (2) (See)
- ଦେ. ବି. (ସଂ. ନଖୀ) — ଅଳାଇଚ ନକ୍ଷୀ ଭରି, ପାନେ ଦିଅ ବିଡ଼ି କରି। ଦ୍ୱିତୀୟା ବୋଲେ କି କାର୍ଯ୍ୟ, ଯେଉଁ ଲପନ ଅମ୍ବୁଜ। ଭଞ୍ଜ. ଲାବଣ୍ୟବତୀ।
- ଗ୍ରା. ବି. ସ୍ତ୍ରୀ — (ସଂ. ଲକ୍ଷ୍ମୀ) ଲକ୍ଷ୍ମୀ (ଦେଖ) — Lakshmī (See)