ନକସା Nakasā
- ବୈଦେ. ବି. (ଆ. ନକ୍ସା) — ଅଙ୍କିତ ଚିତ୍ର — A drawing
- ବୈଦେ. ବି. (ଆ. ନକ୍ସା) — ଅଙ୍କିତ ପ୍ରତିମୂର୍ତ୍ତି; ଛବି — Picture
- ବୈଦେ. ବି. (ଆ. ନକ୍ସା) — ଭୂମି ବା ଦେଶ ଆଦିର ଚିତ୍ର — A plan; map; sketch
- ବୈଦେ. ବି. (ଆ. ନକ୍ସା) — ସୂକ୍ଷ୍ମ କାରୁକାର୍ଯ୍ୟ — Artistic design
- ବୈଦେ. ବି. (ଆ. ନକ୍ସା) — ଆଦର୍ଶ — A design; pattern
- ବୈଦେ. ବି. (ଆ. ନକ୍ସା) — ଛଇ; କୌତୁକ; ତାମସା — Jest; sport
- ବିଣ — ନକସୀ (ଦେଖ) — Nakasī (See)