ନଇଁବା Naiñbā

  • ଦେ. କ୍ରି. (ସଂ. ନମ ଧାତୁ) — ତଳଆଡ଼କୁ ବଙ୍କାଇବା; ନତ ହେବା — 1. To be bent downwards; to be bent in a concave manner
  • ଦେ. କ୍ରି. (ସଂ. ନମ ଧାତୁ) — [ଦ୍ର—ଉପର ଆଡ଼କୁ ବଙ୍କେଇବାକୁ 'କୁଜେଇବା' କହନ୍ତି।]
  • ଦେ. କ୍ରି. (ସଂ. ନମ ଧାତୁ) — ନତ କରିବା — To bend
  • ଦେ. କ୍ରି. (ସଂ. ନମ ଧାତୁ) — ନରମ ହେବା — To soften; to grow soft
  • ଦେ. କ୍ରି. (ସଂ. ନମ ଧାତୁ) — ଭୂମି ଆଡ଼କୁ ନତ ହେବା — To bow down
  • ଦେ. କ୍ରି. (ସଂ. ନମ ଧାତୁ) — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା ଓ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ; ନଇଁ ଯିବା; ନଇଁ ପଡ଼ିବା।]