ନଅର Na-ara

  • ଦେ. ବି. (ସଂ. ନଗର; ପ୍ରା. ଣଅର) — ରାଜଭବନ — Palace
  • ଦେ. ବି. (ସଂ. ନଗର; ପ୍ରା. ଣଅର) — ରାଜାଙ୍କ ଅନ୍ତଃପୁର; ଉଆସ — The harem of a king
  • ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ବଡ଼ ଜହ୍ନି; ନଅର ଜହ୍ନି — A big variety of Luffa