ନଅ ଛଅ Na-a chha-a

  • ଦେ. ବିଣ — ବହୁସଂଖ୍ୟକ; ଅନେକ — Many
  • ଦେ. ବିଣ — ଅନିଶ୍ଚିତ; ଅଥୟ — Uncertain
  • ଦେ. ବିଣ — (ଯଥା—ଏପରି ନଅ ଛଅ କଥା କହିଲେ ଚଳିବ ନାହିଁ ।)
  • ଦେ. ବିଣ — ଅପବ୍ୟୟିତ — Wasted; squandered
  • ଦେ. ବି (ସଂ. ନୟ ବା ଲୟ+କ୍ଷୟ) — ଅପଚୟ — Decay; damage
  • ଦେ. ବି (ସଂ. ନୟ ବା ଲୟ+କ୍ଷୟ) — ଅପବ୍ୟୟ — Waste