ଧ Dha

  • ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ବ୍ରହ୍ମା — Brahmā, the Creator of the universe
  • ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — (+କର୍ତ୍ତୃ. ଅ) କୁବେର — Kubera, the God of riches
  • ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ଧର୍ମ — Virtue; religion
  • ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — (+କର୍ମ. ଅ) ଧନ — Riches
  • ସଂ. ବି (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ସଙ୍ଗୀତର ସପ୍ତ ସ୍ୱର (ସା ରି ଗା ମା ପା ଧା ନି) ମଧ୍ୟରୁ 6 ଷ୍ଠ ସ୍ୱର — ସଙ୍ଗୀତର ସପ୍ତ ସ୍ୱର (ସା ରି ଗା ମା ପା ଧା ନି) ମଧ୍ୟରୁ6ଷ୍ଠ ସ୍ୱର—. The 6th tune of the Hindu gamut
  • ଦେ. କ୍ରି — (ଧରିବା କ୍ରିୟାର ଅନୁଜ୍ଞା ଅନାଦରାର୍ଥ ଏକବଚନ ତୁ କର୍ତ୍ତା ସଙ୍ଗେ ଯୁକ୍ତ) ତୁ ଧର୍ — (you) Hold; catch
  • ଦେ. କ୍ରି — (ଅବ୍ୟୟ) କୌଣସି ଶିକାରକୁ ଧରିବା ନିମନ୍ତେ କୁକୁର ପ୍ରତି ପ୍ରଯୁକ୍ତ ସଙ୍କେତ ଶବ୍ଦ (ଏହାର ଅର୍ଥ=ଧର୍ !) — n interjection used in setting a dog to a prey meaning 'catch it'
  • ଦେ. କ୍ରି — ଦେ. ବି—ଧଅ (ଦେଖ) — Dha-a (See)