ଧଡ଼ୀ Dhaṟḍ̠ī
- ଦେ. ବିଣ. ସ୍ତ୍ରୀ — ଅତି ଶୀର୍ଣ୍ଣା — Emaciated (woman)
- ଦେ. ବିଣ. ସ୍ତ୍ରୀ — ଅତି ବୃଦ୍ଧା; ଅନେକ ସନ୍ତାନ ପ୍ରସବ କରିଥିବା ଯୋଗୁଁ ଶୀର୍ଣ୍ଣକାୟା; ଧତଡ଼ୀ; ଅସ୍ଥିକଙ୍କାଳମାତ୍ରାବିଶିଷ୍ଟା (ବୃଦ୍ଧା) — Old and decrepit (woman); wasted (by giving birth to many children); worn out