ଧଡ଼ିଆ Dhaṟḍ̠iā
- ଦେ. ବି (ସଂ. ଧଟୀ; ଡୋରକ) — ମସ୍ତକର କେଶରେ ବାନ୍ଧିବା ଡୋରି ବା ପାଟଫୁଲି — A tape or string to tie the hair with
- ଦେ. ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ) — ଧଡ଼ିବିଶିଷ୍ଟ — Having a hem; bordered (cloth)
- ଦେ. ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ) — (ସଂ. ଦୁର୍ବଳ) କୃଶ; ଦୁର୍ବଳ — Emaciated; lean; feeble
- ଦେ. ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ) — ମଲା। ଏ କଚେରିରେ ସେ ଯୋଉଁ ଧଡ଼ିଆ ହୋଇଁ ମରୁକୁଟିଆ ବୁଢ଼ାଟା ଅଛି, ତା ଜାଲିମ୍ ଫେର୍ କି ଦେଖିବ। ଭିକାରୀ. କଟକବିଜୟ।
- ଦେ. ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ) — ପତଳା — Thin
- ଦେ. ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ନାଲି ଧଡ଼ିଆ, ଫୁଲଧଡ଼ିଆ) — ଜୀର୍ଣ୍ଣ (ବସ୍ତ୍ର) — Worn out; reduced to rags