ଧଡ଼ ପଡ଼ Dhaṟḍ̠a paṟḍ̠a

  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ଅତିଶୀଘ୍ର — Quickly, speedily
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ଧଡ଼ ପଡ଼ ହୋଇ ଚରିଲେ ଯାଇ ଘାସ କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ସ୍ପନ୍ଦନ ସହକାରେ — Pālpitating; throbbing
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — (ଯଥା—ମୋ ବୁକୁ ଧଡ଼ପଡ଼ ହଉଛି।)
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ଛଟପଟ; ଉଚ୍ଛନ୍ନ; ଅସ୍ଥିର — Restless; writhing in agony
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — (ଯଥା—ମୋ ମନଟା ସେ ଖବର ଶୁଣିଲାବେଳୁ ଧଡ଼ପଡ଼ ହଉଛି)
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ଫଡ଼ଫଡ଼ ଶବ୍ଦ — Fluttering sound
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ପକ୍ଷୀ ଡେଣାକୁ ଭୂଇଁରେ ବାଡ଼େଇବାର ଶବ୍ଦ — Sound produced by a bird striking its pinions on the ground
  • ଦେ. କ୍ରି. ବିଣ (ଧ୍ୱନ୍ୟନୁକରଣ) — ବନ୍ଧନେ ଥାଇ ଜାଲ ମଧ୍ୟେ ବେନି ବାଳକ ଧଡ଼ପଡ଼େ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।