ଧୌତ Dhauta
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ପ୍ରକ୍ଷାଳିତ; ଧୁଆ ହୋଇଥିବା — Washed; cleaned by washing
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ମାର୍ଜିତ; ପରିଷ୍କୃତ — Cleansed; purified; washed off
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ଶୁକ୍ଳୀକୃତ; ଧବଳୀକୃତ; ଶୁଭ୍ର — Whitened; bleached
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ନିଷ୍ପାପ — Clean; sinless
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ଶୋଧିତ — Refined; rectified
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ଶାଣିତ — Whetted; sharpened
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — (+କର୍ତ୍ତୃ. ତ) ସ୍ନାତ — Bathed
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ପାଲିଶ କରା ଯାଇଥିବା — Polished; brightened
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ଉଜ୍ଜ୍ୱଳ — Bright; shining
- ସଂ. ବିଣ. (ଧାବ୍ ଧାତୁ+କର୍ମ. ତ) — ଶୁକ୍ଳ; ଧଳା — White
- ବି — ରଜତ; ରୂପା — Silver
- ବି — (+ଭାବ. ତ) ଧାବନ; ଧୋଇବା — Washing