ଧୋ Dho
- ଦେ. ଅ. (ଧ୍ୱନ୍ୟନୁକରଣ) — ଧୂଅ (ଦେଖ) — Dhūa (See)
- ଦେ. ଅ. (ଧ୍ୱନ୍ୟନୁକରଣ) — ଧୋ ରେ ବାୟା ଧୋ; ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ— ଶିଶୁରଞ୍ଜନ ଗୀତ।
- ଦେ. ଅ. (ଧ୍ୱନ୍ୟନୁକରଣ) — ମୃଦଙ୍ଗ ଆଦି ବାଦ୍ୟର ରୋକଟକୁ ସମାପ୍ତ କରିବାର ଶବ୍ଦ — The sound representing the concluding beat or stroke in the striking of the Mṛudaṅga
- ଦେ. କ୍ରି—('ଧୋଇବା' କ୍ରିୟାର ଅନୁଜ୍ଞା; ଅନାଦରାର୍ଥକ 2 ୟ ପୁରୁଷ ଓ 1 ବଚନ ରୂପ) — ଧୂଅ — (Imperative singular form of the verb 'Dhoibā') Do wash