ଧୋବଣୀ Dhobaṇī
- ଦେ. ବି. ସ୍ତ୍ରୀ (ଧୋବାର ସ୍ତ୍ରୀ ଲିଙ୍ଗ) — ଧୋବା ଜାତୀୟା ସ୍ତ୍ରୀ — 1. A woman of the washerman caste
- ଦେ. ବି. ସ୍ତ୍ରୀ (ଧୋବାର ସ୍ତ୍ରୀ ଲିଙ୍ଗ) — ଯେଉଁ ସ୍ତ୍ରୀ ଲୁଗା କାଚେ — Washerwoman
- ଦେ. ବି. ସ୍ତ୍ରୀ (ଧୋବାର ସ୍ତ୍ରୀ ଲିଙ୍ଗ) — ଅପର୍ତ୍ତିଆଣୀ ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — A name given to Aparttiāṇī females