ଧୋଓରେ Dho-ore

  • ଦେ. ଅ. (ଧ୍ୱନ୍ୟନୁକରଣ) — ବାୟାଚଢ଼େଇ ଓ ମାଙ୍କଡ଼ ଆଦିଙ୍କୁ ହୁରୁଡ଼ାଇବା ଧ୍ୱନି — Sound made for scaring away monkeys and birds
  • ଦେ. ଅ. (ଧ୍ୱନ୍ୟନୁକରଣ) — ଧୋଓରେ ବାୟା ଧୋ, ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ। ଶିଶୁରଞ୍ଜନ ଗୀତ।