ଧୋଓରା Dho-orā

  • ଦେ. ବି — ଯେଉଁ ବାଟ ବା ଭୂମି ଉପରେ କୌଣସି ଗ୍ରାମର ବର୍ଷା ପାଣି ବହିଯାଏ — A land over which flows the surplus rain water of a village
  • ଦେ. ବି — ଗାଁଆର ଧୋଓରା ପୋଖରୀ ତଳ ୟାକୁ ଦେଉଥିବା ଆଗତ କର—କୃଷିବଚନ।
  • ଦେ. ବି — ବର୍ଷା ପାଣିରେ ମାଟି ଆଦି ଯାହା ଧୋଇ ହୋଇଯାଏ — Earth etc which is washed away by rain water
  • ଦେ. ବିଣ — ଗ୍ରାମର ଧୋଇ (ପାଣି) — (water) Washed off rom a village; surplus (rain water)