ଧୃକ୍ Dhṛuk

  • ସଂ. ବିଣ. (ଅନ୍ୟ ପଦ ପରେ ଯୁକ୍ତ; ଧୃ ଧାତୁ+କ୍ୱିପ୍) — ଯେ ଧରିଥାଏ; ଧାରଣକାରୀ — Bearing; carrying; holding; assuming
  • ସଂ. ବିଣ. (ଅନ୍ୟ ପଦ ପରେ ଯୁକ୍ତ; ଧୃ ଧାତୁ+କ୍ୱିପ୍) — (ଯଥା—କାଳରୂପ ଧୃକ୍।)