ଧୂସା Dhūsā
- ଦେ. ବିଣ. ପୁଂ — ଢୁସା; ଅତି ସ୍ଥୂଳକାୟ — Very corpulent
- ଦେ. ବି — (ସଂ. ଦ୍ୱିଶାଟ) ଲୋହି; ମୋଟା ଶୀତବସ୍ତ୍ର; ଊର୍ଣ୍ଣାବସ୍ତ୍ର — A coarse woollen wrapper
- ଦେ. ବି — ଦୁଃଶାସନର ଅନାଦରାର୍ଥକ ଡାକନାମ — A name for calling Duḥṡāsan in contempt
- ପ୍ରାଦେ. (ଗଡ଼ଜାତ ଓ ଜୟପୁର) ବି — ବଡ଼ ମୂଷା — Big mouse