ଧୂସର Dhūsara
- ସଂ. ବିଣ. (ଧୂ ଧାତୁ=କମ୍ପିବା+କର୍ତ୍ତୃ ସର) — ଈଷତ୍ ପାଣ୍ଡୁର; ପାଉଁଶିଆ ରଙ୍ଗ; ଧୂଳିଆ; ମାଟିଆ — Greyish; dust-coloured; ashy; khaki-coloured
- ସଂ. ବିଣ. (ଧୂ ଧାତୁ=କମ୍ପିବା+କର୍ତ୍ତୃ ସର) — ଧୂଳି ବୋଳା ହୋଇଥିବା — Dusty; smeared with dust
- ସଂ. ବିଣ. (ଧୂ ଧାତୁ=କମ୍ପିବା+କର୍ତ୍ତୃ ସର) — ମଳିନ; ମଳିଆ — Dirty; filthy
- ଦେ. ବିଣ. (ଲକ୍ଷଣାର୍ଥ) — ଅଭିମାନ ବା ଦୁଃଖଯୁକ୍ତ; ଚିନ୍ତିତ — (figurative) Grieved; troubled
- ଦେ. ବିଣ. (ଲକ୍ଷଣାର୍ଥ) — ଧୃତ ହୋଇ ବଳହୀନ, ଧୂସର ହୋଇବା ମନ ଧୋଇ ଚିନ୍ତା—କଳଙ୍କ ସମାଜ ମାଜ—କବିସୂର୍ଯ୍ୟ. କିଶୋରୀଚମ୍ପୂ ଧ ଗୀତ।
- ସଂ. ବି — ପାଣ୍ଡୁର ବର୍ଣ୍ଣ — Gray colour
- ସଂ. ବି — ପାଣ୍ଡୁର ବର୍ଣ୍ଣର କୌଣସି ବସ୍ତୁ — Anything of grey colour
- ସଂ. ବି — ଉଷ୍ଟ୍ର; ଓଟ — Camel
- ସଂ. ବି — ଗଧ — An ass
- ସଂ. ବି — କପୋତ — Dove
- ସଂ. ବି — ବଣିଆଁ — Goldsmith
- ସଂ. ବି — ତେଲି — Oilman