ଧୂପିତ Dhūpita

  • ସଂ. ବିଣ. (ଧୂପ୍ ଧାତୁ+କର୍ମ.ତ) — ସନ୍ତାପିତ — Troubled
  • ସଂ. ବିଣ. (ଧୂପ୍ ଧାତୁ+କର୍ମ.ତ) — ଧୂପର ଧୂମ ଦ୍ୱାରା ସୁଗନ୍ଧୀକୃତ; ଧୂପାୟିତ — Perfumed with incense; fumigated
  • ସଂ. ବିଣ. (ଧୂପ୍ ଧାତୁ+କର୍ମ.ତ) — ପଥଶ୍ରାନ୍ତ — Wearied with travelling