ଧୂନ୍ୟ Dhūnya
- ଗ୍ରା. (ପଦ୍ୟ) ବିଣ (ସଂ. ଧ୍ୱ ଧାତୁ=କମ୍ପିବା) — କ୍ରୁଦ୍ଧ — Very angry
- ଗ୍ରା. (ପଦ୍ୟ) ବିଣ (ସଂ. ଧ୍ୱ ଧାତୁ=କମ୍ପିବା) — କ୍ରୋଧରେ ଥରୁଥିବା — Shaking with fear
- ଗ୍ରା. (ପଦ୍ୟ) ବିଣ (ସଂ. ଧ୍ୱ ଧାତୁ=କମ୍ପିବା) — ବାହାରି ଧୂନ୍ୟ ହୋଇଣ ଋକ୍ଷ ସୈନ୍ୟ ଯାଇ ପୁଣି ଜନପୁର— ଭଞ୍ଜ. ବୈଦେହୀଶବିଳାସ।