ଧୁସ୍କା Dhuskā

  • ପ୍ରାଦେ. (ସିଂହଭୂମ) ବି — ବୁଟ ଓ ଅରୁଆଚାଉଳ ବାଟି ଗୁଡ଼ରେ ଗୋଳାଇ ସେହି ପାଣିଆ ପିଠଉକୁ ଘିଅ କରେଇରେ ପକାଇ ମାଲପୁଆ ପରି ଯେଉଁ ପିଠା ଛଣାଯାଏ — A king of pastry-cake made of watered flour fried in ghee