ଧୁର Dhura
- ସଂ. ବି. ସ୍ତ୍ରୀ. (ଧୁର୍ବ ଧାତୁ+ଅ) — ଧୁର୍ (ଦେଖ) — Dhur (See)
- ଗ୍ରା. ବିଣ. (ସଂ. ଦୂର) ଦୂରବର୍ତ୍ତୀ — Distant
- ଗ୍ରା. ବିଣ. (ସଂ. ଦୂର) ବହୁ ଦୂରରେ ଅବସ୍ଥିତ — Situated at a great distance
- ଗ୍ରା. ବି. (ସଂ. ଦୂରତା) — ଦୂରତା — Distance
- ପ୍ରାଦେ. (ସିଂହଭୂମ; ମେଦିନୀପୁର) ବି — 1/10 କାଠା (ଜମି ପରିମାଣ) — 1/10କାଠା (ଜମି ପରିମାଣ)One tenth of a Kāṭhā of land